ଓଡିଶା

odisha

ETV Bharat / videos

ଅନ୍ତଃରାଷ୍ଟ୍ରୀୟ ସୀମାରେ 180 କିଲୋମିଟର ଦୌଡିଲେ BSF ଯବାନ - relay race

By

Published : Dec 14, 2020, 11:00 PM IST

ବିକାନେର: ସୀମାରେ ଭାରତୀୟ ଜବାନଙ୍କ ଜୋଶ । ଅନ୍ତଃରାଷ୍ଟ୍ରୀୟ ସୀମାରେ 180 କିଲୋମିଟର ରିଲେ ଦୌଡରେ ଦୌଡୁଥିଲେ । 1971 ଯୁଦ୍ଧରେ ଶହୀଦଙ୍କ ସମ୍ମାନରେ ହୋଇଥିଲା ଏହି ଦୌଡ ।

ABOUT THE AUTHOR

...view details