ଓଡିଶା

odisha

ETV Bharat / videos

Parliament Winter Session: ରାଜ୍ୟସଭାରେ 5ଟି ଦାବି କଲେ ସାଂସଦ ସସ୍ମିତ ପାତ୍ର - ରାଜ୍ୟସଭାରେ ୫ ଟି ପ୍ରମୁଖ ଦାବି କଲେ ସାଂସଦ ସସ୍ମିତ ପାତ୍ର

By

Published : Dec 14, 2021, 3:35 PM IST

ନୂଆଦିଲ୍ଲୀ: ରାଜ୍ୟର ପ୍ରମୁଖ ୫ ଟି ଦାବି ନେଇ ଆଜି ରାଜ୍ୟସଭାରେ ଦୃଢ ଦାବି ଉପସ୍ଥାପନା କଲେ ସାଂସଦ ସସ୍ମିତ ପାତ୍ର । ଜାତୀୟ ରାଜପଥ, ରେଳପଥ, ଉଚ୍ଚଶିକ୍ଷା, ମୋବାଇଲ ନେଟୱାର୍କ, ବ୍ୟାଙ୍କ ସେବାକୁ ନେଇ ରାଜ୍ୟସଭାରେ ଦୃଢଦାବି ଉପସ୍ଥାନ କରିଥିଲେ । ଏଥିସହ ଓଡିଶା ସରକାର କରିଥିବା ଦାବିକୁ ଗ୍ରହଣ କରିବାକୁ ଦାବି କରିଥିଲେ ।

ABOUT THE AUTHOR

...view details