ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ
ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରି ବିଲ ଆଣିବାକୁ ଦେଲେ ପ୍ରସ୍ତାବ । ସେହିପରି ଯୁବତୀ ଚାଲାଣକୁ ରୋକିବାକୁ ବିଲ୍ ଆଣିବାକୁ ମଧ୍ୟ ପ୍ରସ୍ତାବ ଦେଲେ ବିଜେଡି ସାଂସଦ ।