ଓଡିଶା

odisha

ETV Bharat / videos

ଅପରୂପ ସୌନ୍ଦର୍ଯ୍ୟଭରା ବରଫାବୃତ୍ତ କେଦାରନାଥ ଧାମ, ଦେଖନ୍ତୁ ଭିଡିଓ

By

Published : Jan 28, 2021, 3:07 PM IST

ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥ ଧାମ ଏବେ ଧଳାଚାଦର ତଳେ । ଏହି କେଦରପୁରୀର ପାହାଡ, ଚଲାପଥ ଠାରୁ ଆରମ୍ଭ କରି ବାବାକେଦାରନାଥଙ୍କ ମନ୍ଦିର ପରିସର ବି ବରଫରେ ଆଚ୍ଛାଦିତ ହୋଇ ରହିଛି । ତେବେ ଏହି ଦୃଶ୍ୟ ବେଶ୍‌ ଚିତାକର୍ଷକ । ଯୁଆଡେ ବି ନଜର ଯାଉଛି ଖାଲି ବରଫ ହିଁ ବରଫ । ତେବେ କେଦାରନାଥ ଧାମରେ ତୁଷାରପାତ ଜାରି ରହିଥିବାରୁ କେତେକ ସ୍ଥାନରେ 2 ଫୁଟ ତ କେଉଁଠି ତା' ଠାରୁ ଅଧିକ ଫୁଟର ବରଫ ଜମି ରହିଛି । ସୂଚନାଥାଉକି, ଗତ 16 ନଭେମ୍ବରରେ ବାବା କେଦାରନାଥଙ୍କ କବାଟ 6ମାସ ପାଇଁ ବନ୍ଦ କରାଯାଇଛି ।

ABOUT THE AUTHOR

...view details