ଓଡିଶା

odisha

ଅଟାରୀ-ୱାଘା ସୀମାରେ ବିଟିଙ୍ଗ ରିଟ୍ରିଟ ସମାରୋହ

By

Published : Jan 26, 2021, 5:35 PM IST

ନୂଆଦିଲ୍ଲୀ: 72 ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଅଟାରୀ-ୱାଘା ସୀମାରେ ଚାଲିଛି ବିଟିଙ୍ଗ ରିଟ୍ରିଟ କାର୍ଯ୍ୟକ୍ରମ । ମହାମାରୀ କୋରୋନା ସଙ୍କଟ କାରଣରୁ ଚଳିତଥର କଟକଣାକୁ ଦୃଷ୍ଟିରେ ରଖି 26 ଜାନୁଆରୀ ଗଣତନ୍ତ୍ର ଦିବସରେ ଜନସାଧାରଣଙ୍କୁ ସୀମାକୁ ଆସିବାକୁ ଅନୁମତି ନାହିଁ । କେବଳ ଏତିକି ନୁହେଁ, ଏଥର ମିଳିତ ପରେଡର ମଧ୍ୟ ଆୟୋଜନ କରାଯାଇନାହିଁ । ଭାରତ ପକ୍ଷରୁ ଯେଭଳି ସର୍ବଦା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହୁଏ, ତାହା ହିଁ କରାଯାଇଛି । ବିଟିଙ୍ଗ ରିଟ୍ରିଟ ସମାରୋହର ଆରମ୍ଭ 1959ରେ ହୋଇଥିଲା । ସେବେଠୁ ମାତ୍ର କିଛି ଅବସରକୁ ଛାଡି ଏହା କ୍ରମାଗତ ଜାରି ରହିଛି ।

ABOUT THE AUTHOR

...view details