ଓଡିଶା

odisha

By

Published : May 16, 2021, 10:14 PM IST

ETV Bharat / videos

କାଦୁଅରେ ଫସିଗଲା ଛୁଆ ହାତୀ, କେମିତି ଉଦ୍ଧାର ହେଲା ଦେଖନ୍ତୁ...

ବେଙ୍ଗାଲୁରୁ: କାଦୁଅରେ ଫସିଗଲା ଛୁଆ ହାତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବନ୍ଦିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ । ଏକ ଛୁଆ ହାତୀ କାଦୁଅରେ ଫସି ରହିବା ପରେ ବାହାରକୁ ବାହାରିବା ପାଇଁ ବହୁତ ପ୍ରୟାସ କରିଥିଲା । ବାରମ୍ବାର ଚେଷ୍ଟା ପରେ ବି ଖସଡା ଭିତରୁ ବାହାରି ପାରିନଥିଲା ହାତୀଛୁଆ । ଶେଷରେ ବନବିଭାଗ ଅଧିକାରୀ ପହଞ୍ଚି ଜେସିବି ସାହାଯ୍ୟରେ ଛୁଆ ହାତୀକୁ କାଦୁଅରୁ ବାହାର କରିଥିଲେ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details