ଅଯୋଧ୍ୟାରେ ରାମରାଜ୍ୟ ଅନୁଭୂତ: ଦେଖନ୍ତୁ ଭିଡିଓ....
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ଅବ୍ୟବହିତ ପୂର୍ବରୁ ସମଗ୍ର ଅଯୋଧ୍ୟା ହୋଇପଡିଛି ତ୍ରେତୟା ଯୁଗର ସେହି ରାମ ରାଜ୍ୟ । ଚତୁର୍ଦିଗରେ ରଙ୍ଗୀନ ଆଲୋକମାଳା ସାଙ୍ଗକୁ ପବିତ୍ର ସରଜୁ ନଦୀ କୂଳରେ ଜଳୁଛି ସଞ୍ଜ ସଳିତା । ଯାହା ପରିବେଶକୁ ଆହୁରି ଆଧ୍ୟାତ୍ମିକ କରୁଛି । ଦେଖନ୍ତୁ ସେହି ମହୋନୀୟ ଦୃଶ୍ୟ...