ଓଡିଶା

odisha

ETV Bharat / videos

5 ଲକ୍ଷ ଦୀପରେ ଝଲସୁଛି ଅଯୋଧ୍ୟା, ଦେଖନ୍ତୁ - uttar pradesh

By

Published : Nov 13, 2020, 9:12 PM IST

ଦୀପୋତ୍ସବରେ ଝଲସୁଛି ଅଯୋଧ୍ୟା ନଗରୀ । ସରାୟୁ ନଦୀକୂଳରେ 5 ଲକ୍ଷ 51 ହଜାର ଦୀପରେ ଆଲୋକିତ ହେଉଛି ପୂରା ଅଯୋଧ୍ୟା। ଆକାଶ ମାର୍ଗରୁ ଦୀପ ନଦୀ ସଦୃଶ ମନେ ହେଉଛି ରାମଲଲାଙ୍କ ମନ୍ଦିର ।

ABOUT THE AUTHOR

...view details