ଓଡିଶା

odisha

ETV Bharat / videos

ଆମେରିକାର ସେନା ବିରୁଦ୍ଧରେ ଇରାନର ପ୍ରତିଶୋଧ, ଦେଖନ୍ତୁ ଆକ୍ରମଣର ଭିଡିଓ... - iran attack on USA

By

Published : Jan 8, 2020, 1:49 PM IST

ଆମେରିକା ଓ ଇରାନ ମଧ୍ୟରେ ଉଗ୍ର ହେଉଛି ବିବାଦ। ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ ପୁଣିଥରେ ଇରାକ ସ୍ଥିତ ଆମେରିକ ସେନା ଉପରେ କରିଛି ଆକ୍ରମଣ। ବୁଧବାର ସକାଳୁ ଇରାନ, ଆମେରିକା ସେନା ଉପରେ 12ରୁ ଅଧିକ ମିସାଇଲ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ 80ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ଜଣାପଡିନାହିଁ ବୋଲି ଇରାନ ଗଣାମାଧ୍ୟମ ପକ୍ଷରୁ କୁହାଯାଇଛି।

ABOUT THE AUTHOR

...view details