ନିର୍ଭୟା ମା’ଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ନୂଆଦିଲ୍ଲୀ: 2012 ମସିହା ଡିସେମ୍ବର 16 ତାରିଖର ଶୀତୁଆ ରାତି । ଯାହା ନିର୍ଭୟା ପାଇଁ କାଳ ରାତି ପାଲଟିଯାଇଥିଲା । ଘଟଣାକୁ 8 ବର୍ଷ ବିତିଯାଇଥିବାବେଳେ ଦୋଷୀଙ୍କୁ ଫାଶୀ ବି ହୋଇସାରିଛି । ହେଲେ ଆଜି ବି ଏହାକୁ ମନେ ପକାଇ ଗୁମୁରୁ ଗୁମୁରି କାନ୍ଦୁଛନ୍ତି ନିର୍ଭୟାଙ୍କ ମା’ । ଏହି ଅବସରରେ ଦେଖନ୍ତୁ ନିର୍ଭୟା ମା’ଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।