ପୋଖରାନ ଫିଲ୍ଡରେ ସେନା ମୁଖ୍ୟ, ଯୁଦ୍ଧ ପ୍ରକ୍ରିୟା କଲେ ତଦାରଖ - ପୋଖରାନ ଫିଲ୍ଡରେ ସେନା ମୁଖ୍ୟ
ଜୟପୁର: ରାଜସ୍ଥାନର ଜୈସଲମେର ପୋଖରାନ ଫିଲ୍ଡରେ ଯୁଦ୍ଧ ପ୍ରକ୍ରିୟା ତଦାରଖ କଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ । ସୈନମାନଙ୍କ ବନ୍ଧୁକ ଚାଳନା ସମୟରେ ଯୁଦ୍ଧକ୍ଷେତ୍ରରେ ସେନାମୁଖ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି ସମୟରେ ସୈନ୍ୟମାନେ ଶକ୍ତିଶାଳୀ ଶାରଙ୍ଗ, M-777, ଅଲ୍ଟ୍ରା-ଲାଇଟ ହାୱିଜର, ବୋଫର୍ସ ଏବଂ ଆର୍ଟିଲିର ଚାଳନା କରୁଛନ୍ତି ।