ଓଡିଶା

odisha

ETV Bharat / videos

ସର୍ବଧର୍ମ ଶ୍ମଶାନ; ହିନ୍ଦୁ-ମୁସଲିମ-ଇଶାଇଙ୍କ ଗୋଟିଏ ସ୍ଥାନ - jorhat cremation 3mp

By

Published : Jan 2, 2021, 3:15 PM IST

ଦିଶପୁର: ମୃତ୍ୟୁ ପରେ ଜାତି ଓ ଧର୍ମ ଅନୁଯାୟୀ ସଭିଙ୍କ ଶେଷକୃତ୍ୟ ହୁଏ। ଧର୍ମ ଅନୁଯାୟୀ ଶ୍ମଶାନ ମଧ୍ୟ ରହିଛି । ଯାହାର ଯେଉଁ ଧର୍ମ, ସେହି ଧର୍ମର ଶ୍ମଶାନରେ ହିଁ ତାର ଅନ୍ତ୍ୟେଷ୍ଟିକ୍ରିୟା ହୋଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ବି ଶ୍ମଶାନ ରହିଛି ଯେଉଁଠି ପ୍ରତ୍ୟେକ ଧର୍ମର ବ୍ୟକ୍ତିଙ୍କ ଶେଷକୃତ୍ୟ ହୁଏ। ହଁ ଆଜ୍ଞା, ଆସାମର ଜୋରହାଟ ଜିଲ୍ଲାରେ ଏଭଳି ଏକ ଶ୍ମଶାନ ରହିଛି ଯେଉଁଠି ପ୍ରତ୍ୟେକ ଧର୍ମର ବ୍ୟକ୍ତିଙ୍କ ଶେଷ କୃତ୍ୟ ହୁଏ । ଆସାମ ଜୋରହାଟ ଜିଲ୍ଲାର ଏହି ଶ୍ମଶାନ ସାମ୍ପ୍ରାଦାୟିକ ସୌହାର୍ଦ୍ଦ୍ୟର ଏକ ଜ୍ବଳନ୍ତ ଉଦାହରଣ ।

ABOUT THE AUTHOR

...view details