ଧ୍ରୃବ ହେଲିକପ୍ଟରର ଜରୁରୀ ଅବତରଣ, ଦେଖନ୍ତୁ ଭିଡିଓ... - ALH Dhruv helicopter of Indian Army
ଗାନ୍ଧୀନଗର: ଭାରତୀୟ ସେନାର ଏଏଲଏଚ ଧ୍ରୃବ ହେଲିକପ୍ଟରର ଜରୁରୀ ଅବତରଣ । ସେନାର ଟ୍ରେନିଂ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାଜ ଶୁକ୍ଲା ଏବଂ ବାୟୁସେନାର ଦକ୍ଷିଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏସ.କେ ଘୋଟିଆ ଗୁଜୁରାଟର କେବଡିଆରୁ ଫେରିବା ସମୟରେ ଧୃବରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ତେବେ ଅହମ୍ମଦାବାଦ ଠାରୁ 30 କିଲୋମିଟର ଦୂରରେ ଜରୁରୀକାଳୀନ ଅବତରଣ କରିଥିଲା ଧୃବ। @ANI