ଓଡିଶା

odisha

By

Published : Aug 11, 2020, 8:26 PM IST

ETV Bharat / videos

କୋରୋନା ଟିକା ସଫଳ ହେଲେ ଋଷ ସହ ଯୋଗାଯୋଗ କରିବ ଭାରତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଯଦି ଋଷର ଭ୍ୟାକ୍ସିନ ମଣିଷ ଶରୀରରେ ସଠିକ୍‌ ଭାବେ କାମ କରେ ଆଉ ଏହାର କୌଣସି ପାଶ୍ବ ପ୍ରତିକ୍ରିୟା ଦେଖା ନ ଯାଏ । ତେବେ କୋରୋନାର ଉପଯୁକ୍ତ ଭ୍ୟାକ୍ସିନ ମିଳିଲା ବୋଲି ଆମେ ବିଶ୍ବସ କରିବା । ଏହା କହିଛନ୍ତି ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଯଦି ଋଷର ଏହି ଭ୍ୟାକ୍ସିନ ସଫଳ ହେଉଛି, ତେବେ ଭାରତ ଋଷ ସହ ଯୋଗାଯୋଗ କରିବ ଏବଂ ଭାରତ ଏହାର ସମୂହ ଉତ୍ପାଦନ ପାଇଁ ପ୍ରସ୍ତୁତ ରହିଛି ବୋଲି ମଧ୍ୟ ଗୁଲେରିଆ କହିଛନ୍ତି ।

ABOUT THE AUTHOR

...view details