ଓଡିଶା

odisha

ମନ୍ତ୍ରୀ ଠାରୁ ଅଭିନେତା, ବିଜୟଙ୍କ ପାଇଁ କାନ୍ଦୁଛନ୍ତି ସଭିଏଁ

By

Published : Jul 21, 2020, 1:06 PM IST

ଭୁବନେଶ୍ବର:ଆଉ ନାହାଁନ୍ତି ଓଲିଉଡର ମହାନ କଳାକାର ବିଜୟ ମହାନ୍ତି । ସେ ସ୍ଥାନୀୟ କେୟାର ହସ୍ପିଟାଲରେ ସୋମବାର ରାତି 9ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ ଝୁରୁଛନ୍ତି ଅଭିନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ । ତାଙ୍କର ପାର୍ଥୀବ ଶରୀର ମେଡିକାଲରୁ ଘରକୁ ନିଆଯିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଦିଆଯାଇଛି ଶେଷ ସମ୍ମାନ । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details