ଓଡିଶା

odisha

ETV Bharat / videos

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ନାବାଳକ, ଦେଖନ୍ତୁ ଭିଡିଓ... - ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ନାବାଳକ

🎬 Watch Now: Feature Video

By

Published : Aug 30, 2020, 3:25 PM IST

ବେଙ୍ଗାଲୁରୁ: କ୍ଷୀର ଆଣିବାକୁ ଯାଉଥିବାବେଳେ ଦୁର୍ଘଟଣା । ଏକ ନାବାଳକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପିଲାଟି ଛିଟିକି ପଡି ଏକ ବାଇକ୍ ଆଗରେ ପଡିଯାଇଥିଲା । ତେବେ ନାବାଳକଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କିନ୍ତୁ ଭାଇରାଲ୍ ହେଉଛି ଏହି ଦୁର୍ଘଟଣାର ଦୃଶ୍ୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details