ଓଡିଶା

odisha

ରାଞ୍ଚି ଚିଡିଆଖାନା: ବାଘ ଖୁଆଡକୁ ଖସି ପଡି ଯୁବକ ମୃତ

By

Published : Mar 4, 2020, 2:15 PM IST

ଝାଡଖଣ୍ଡ: ରାଞ୍ଚି ଚିଡିଆଖାନାରେ ଲୋମହର୍ଷଣକାରୀ ଘଟଣା । ଜଣେ ଯୁବକ ବାଘ ରହୁଥିବା ଖୁଆଡ ଭିତରକୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ରାଞ୍ଚିର ବିର୍ସା ଜୈବିକ ପ୍ରାଣୀ ଉଦ୍ୟାନରେ ଏହି ଘଟଣା ଘଟିଛି । ମୃତ ଯୁବକର ପରିଚୟ ମିଳିପାରି ନଥିବାବେଳେ ଉଦ୍ୟାନର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନବାଚୀ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details