ଓଡିଶା

odisha

ETV Bharat / videos

ଚଳନ୍ତା ବସରୁ ଖସି ପଡିଲେ 61 ବର୍ଷୀୟା ମହିଳା, ଭିଡିଓ ଭାଇରାଲ୍ - ଚଳନ୍ତା ବସରୁ ଖସି ପଡିଲେ 61ବର୍ଷିୟା ମହିଳା

By

Published : Mar 10, 2020, 11:45 PM IST

ଚେନ୍ନାଇ: ଚଳନ୍ତା ବସରୁ ଖସିଗଲେ 61 ବର୍ଷ ବୟସ୍କ ମହିଳା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଲୋମ ଟାଙ୍କୁରା ଦୃଶ୍ୟ । ତେବେ ଘରୋଇ ବସ ଭବାନୀଗରରୁ ବାନାରୀକୁ ଯାତ୍ର କରୁଥିଲା । ବସଟି ଯାତ୍ରୀଙ୍କ ଦ୍ବାରା ଭରପୂର ଥିବାରୁ ମହିଳା ଜଣଙ୍କ ଖସି ପଡିଥିବା କୁହାଯାଉଛି । ତେବେ ଘଟଣାଟି ଫେବୃଆରୀ 20ରେ ଏରୋଡଠାରେ ଘଟିଥିଲା । ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଫେବୃଆରୀ 27 ତାଙ୍କ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details