ଓଡିଶା

odisha

ଗୁରୁ ନାନକଙ୍କ 550 ତମ ଜୟନ୍ତୀ: କଟାହେଲା 76 କେଜିର କେକ

By

Published : Nov 13, 2019, 3:12 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ଗୁରୁ ନାନକଙ୍କ 550 ତମ ଜୟନ୍ତୀ ଅତି ଧୂମଧାମରେ ପାଳନ ହୋଇଯାଇଛି । ଏହି ଅବସରରେ ଦିଲ୍ଲୀର ଗୋବିନ୍ଦପୁରୀର ସ୍ଥିତ ଗୁରୁଦ୍ବାରରେ 25 ଫୁଟ ଲମ୍ବା ଓ 76 କେଜିର ଏକ କେକ୍‌ କଟାଯାଇଥିଲା ।

ABOUT THE AUTHOR

...view details