ଓଡିଶା

odisha

ସନ୍ଥଙ୍କ ସାବରମତୀ ଆଶ୍ରମ, ସ୍ମୃତି ବିଜଡିତ ସାଧନା ସ୍ଥଳୀ

By

Published : Oct 2, 2019, 7:12 AM IST

ଆଶ୍ରମ, ସତ୍ୟାଗ୍ରହ ଓ ଆନ୍ଦୋଳନ । ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଯାତ୍ରା ଏହି ତିନୋଟି ବିନ୍ଦୁରୁ ହିଁ ହୋଇଥିଲା ଆରମ୍ଭ । ଆଉ ଏହାର ଠିକଣା ଅହମ୍ମଦାବାଦର ସାବରମତି ଆଶ୍ରମ । ଜୀବନର ବହୁ ମୁଲ୍ୟବାନ ନିଷ୍ପତ୍ତି ଗାନ୍ଧୀ ଏଠାରୁ ନେଇଛନ୍ତି। ସ୍ବଳ୍ପ ଜୀବନଅବଧିର ଅମୂଲ୍ୟ 13 (1917ରୁ 1930) ବର୍ଷ ସେ ଏଠାରେ ଅତିବାହିତ କରିଛନ୍ତି । ଏହି ଆଶ୍ରମ ସ୍ବତନ୍ତ୍ରତା ସଂଗ୍ରାମର ପ୍ରମୁଖ କେନ୍ଦ୍ର ଥିଲା ।

ABOUT THE AUTHOR

...view details