ଓଡିଶା

odisha

By

Published : Apr 9, 2022, 10:37 PM IST

Updated : Feb 3, 2023, 8:22 PM IST

ETV Bharat / videos

ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣା, ନିନ୍ଦାକଲେ ବାରବାଟୀ ବିଧାୟକ

କଟକ: ସାମ୍ବାଦିକଙ୍କ ଗୋଡ଼ରେ ବେଡି ପଡିବା ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଘଟଣାକୁ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଅନେକ ସ୍ଥାନରେ ପୋଲିସ ଏପରି ଅମାନବିକତା କାମ କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି । ଏହି ଘାଟଣାକୁ ନେଇ କଂଗ୍ରେସ ଦୃଢ଼ ଭାବରେ ପ୍ରତିବାଦ କରିବ ବୋଲି ମୋକିମ କହିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

For All Latest Updates

ABOUT THE AUTHOR

...view details