ଓଡିଶା

odisha

ETV Bharat / videos

ଭୋଟ ଗଣତି ପ୍ରସ୍ତୁତି: ବାଲଟ ବକ୍ସକୁ ଜଗିଛି CCTV - କେନ୍ଦ୍ରାପଡ଼ାରେ ଭୋଟ ଗଣତି ପ୍ରସ୍ତୁତି

By

Published : Feb 25, 2022, 1:38 PM IST

Updated : Feb 3, 2023, 8:17 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ମତଦାନ ପ୍ରକ୍ରିୟା । ଆସନ୍ତାକାଲି ଠାରୁ ଭୋଟ ଗଣତି ହେବାକୁ ଥିବାବେଳେ ବିଶୃଙ୍ଖଳା ପ୍ରତି କଡ଼ା ସତର୍କତା ଅବଲମ୍ବନ କରାଯାଇଛି । ବାଲଟ ବକ୍ସ ଅଦଳବଦଳ ନେଇ ବିଭିନ୍ନ ବ୍ଲକରେ ଥିବା ଷ୍ଟ୍ରଙ୍ଗ ରୁମ ଗୁଡ଼ିକୁ ସିସିଟିଭି କ୍ୟାମେରା ପରିସରଭୁକ୍ତ କରାଯାଇଛି। ଡେରାବିଶ ବ୍ଲକର ଷ୍ଟ୍ରଙ୍ଗ ରୁମର ସମସ୍ତ ୫ଟି ସିସିଟିଭିର ଫୁଟେଜକୁ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଦେଖିବାର ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗରୁମ ସମ୍ମୁଖରେ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details