ଓଡିଶା

odisha

By

Published : Apr 6, 2022, 10:51 PM IST

Updated : Feb 3, 2023, 8:22 PM IST

ETV Bharat / videos

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ପ୍ରସଙ୍ଗ: ବଳଦେବଜୀଉ ସେବାୟତଙ୍କ ବିକ୍ଷୋଭ

କେନ୍ଦ୍ରାପଡ଼ା: ପୁରୀ ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାକୁ ନେଇ ପ୍ରଭୁ ବଳଦେବଜୀଉଙ୍କ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାର ପ୍ରତିବାଦରେ ଆଜି (ବୁଧବାର) ସେବାୟତ ମାନେ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ନାରାବାଜି କରିଥିଲେ । ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଠାବ କରାଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସେବାୟତମାନେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ମନ୍ଦିର ସୁରକ୍ଷାକୁ କଡାକଡି କରିବା ପାଇଁ ମଧ୍ୟ ଦାବି ହୋଇଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

For All Latest Updates

ABOUT THE AUTHOR

...view details