ଓଡିଶା

odisha

ETV Bharat / videos

Watch Good Video: ମାଆ ସହ ଖେଳୁଛି ଧଳା ଭାଲୁ ଛୁଆ, ପଡୁଛି ପୁଣି ଉଠୁଛି - ମାଆ ସହ ଖେଳୁଛି ଧଳାଭାଲୁ ଛୁଆ

By

Published : Mar 17, 2022, 9:15 PM IST

Updated : Feb 3, 2023, 8:20 PM IST

ହାଇଦ୍ରାବାଦ: ମମତାର କୌଣସି ଜାତି ବା ବର୍ଗ ନଥାଏ । ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ ମମତାର ମୂଲ ଅମୂଲ୍ୟ । ମାଆର ମମତା ଓ ତା ବାତ୍ସଲ୍ୟ କେହି କେବେ କଣ ହାତଛଡ଼ା କରେ । ଏଇ ଯେମିତି ଦେଖୁନାହାନ୍ତି ଏହି ମାଆ ଧଳା ଭାଲୁ ଓ ତାର କୁନିକୁନି ଛୁଆ ଗୁଡ଼ିକୁ । କୁନି ଧଳା ଭାଲୁ ମାଆକୁ ଆଦର କରି ସ୍ନେହ ତୋଳି ନେଉଛନ୍ତି । ମାଆ ମଧ୍ୟ ତା ବାତ୍ସଲ୍ୟ ପ୍ରେମରେ ଉଣା ଅଧିକ କରୁନାହିଁ । କୁନି ଭାଲୁ ଛୁଆ ଭାଇଭଉଣୀ ମଧ୍ୟରେ ମନଲୋଭା କୌତୁହଳ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details