ଓଡିଶା

odisha

Municipal Poll: ଡାକ୍ତରରୁ ମେୟର ପ୍ରାର୍ଥୀ, ଚିକିତ୍ସା ସହ ଫୋକସରେ ବିକାଶ

By

Published : Mar 18, 2022, 9:55 PM IST

Published : Mar 18, 2022, 9:55 PM IST

Updated : Feb 3, 2023, 8:20 PM IST

କଟକ: ଡକ୍ତରରୁ ମେୟର ପ୍ରାର୍ଥୀ । ଦୀର୍ଘ 25 ବର୍ଷର ଡାକ୍ତରୀ କ୍ୟାରିୟର ପରେ ଏବେ ଲୋକଙ୍କ ସେବା ପାଇଁ ମେୟର ପାର୍ଥୀ ଭାବେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି ଡ଼ ଦେବାନନ୍ଦ ମହାପାତ୍ର । କଟକ ସହର ବାସୀନ୍ଦା ହିସାବରେ ରହିବା ପରେ ଏବେ କଟକିଆମାନଙ୍କ ସେବା କରିବା ପାଇଁ ସମୟ ଆସିଛି ବୋଲି କହିଛନ୍ତି ଦେବାନନ୍ଦ । 4 ପିଢ଼ି ଧରି ଡାକ୍ତରୀ ସେବାକୁ ଆପେଣେଇ ଥିବା ପରିବାର ଏବେ ରାଜନୀତି କ୍ଷେତ୍ରକୁ ବାଛିଛନ୍ତି । ଫଳରେ ସେ ଏବେ କଟକ ମହାନଗର ନିଗମର ମେୟର ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details