ଓଡିଶା

odisha

ETV Bharat / state

ଶୋଇଥିବା ବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୃତ୍ତ - ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ହତ୍ୟା

ଖଳାରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା କରିଛି ଦୃର୍ବୃତ୍ତ। ଅଧିକ ପଢ଼ନ୍ତୁ...

old man killed by unknown person, old man killed while sleeping, bantiguda of malkangiri,  ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ, ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ହତ୍ୟା, ମାଲକାନଗିରି ବନଟିଗୁଡା
ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ

By

Published : Jan 3, 2020, 6:16 PM IST

Updated : Jan 3, 2020, 9:30 PM IST

ମାଲକାନଗିରି: ଜିଲ୍ଲାର ବଟନିଗୁଡା ଠାରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ କେହି ଜଣେ ଦୃର୍ବୃତ୍ତ ବୃଦ୍ଧଙ୍କୁ ହାଣି ହତ୍ୟା କରିଛି। ମୃତକ ଜଣଙ୍କ ହେଲେ କାଲିମେଳା ଥାନା ଅନ୍ତର୍ଗତ ବଟନିଗୁଡା ଗ୍ରାମର ଦେବା ମାଡକାମୀ ବୋଲି ଜଣାପଡିଛି।

ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ

ମୃତକ ଦେବା ନିଜ ଧାନ ଖଳାରେ ରାତିରେ ଶୋଇଥିବା ସମୟରେ କେହି ଜଣେ ଦୃର୍ବୃତ୍ତ ତାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଗ୍ରାମରେ ଗଛ କାଟିବା ଓ ବନ ବିଭାଗ ଦ୍ଵାରା ପଟା ଜବତ ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି। କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jan 3, 2020, 9:30 PM IST

ABOUT THE AUTHOR

...view details