ଓଡିଶା

odisha

ETV Bharat / state

କଣ୍ଟେନମେଣ୍ଟ ଜୋନ୍‌ରେ ସୁନ୍ଦରଗଡ କୋର୍ଟ - sundargarh court

ସୁନ୍ଦରଗଡ଼ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଗୁରୁବାର ଠାରୁ 26 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

କଣ୍ଟେନମେଣ୍ଟ ଜୋନ୍‌ରେ ସୁନ୍ଦରଗଡ କୋର୍ଟ
କଣ୍ଟେନମେଣ୍ଟ ଜୋନ୍‌ରେ ସୁନ୍ଦରଗଡ କୋର୍ଟ

By

Published : Apr 21, 2021, 10:53 PM IST

ସୁନ୍ଦରଗଡ଼: ଜିଲ୍ଳା ଓ ଦୌରା ଜଜଙ୍କ କାର୍ଯ୍ୟାଳୟ ସମେତ ପୁରା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପ ଜିଲ୍ଲାପାଳ । ସୁନ୍ଦରଗଡ଼ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଗୁରୁବାର ଠାରୁ 26 ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

କଣ୍ଟେନମେଣ୍ଟ ଜୋନ୍‌ରେ ସୁନ୍ଦରଗଡ କୋର୍ଟ

ବୁଧବାର ଏ ନେଇ ଜିଲ୍ଲା ଦୌରାଜଜଙ୍କୁ ନୋଟିସ ଦେଇଛନ୍ତି ଉପ ଜିଲ୍ଲାପାଳ । 26 ତାରିଖରେ କୋର୍ଟ ପରିସରକୁ ସାନିଟାଇଜ କରାଯିବା ନେଇ ସୂଚନା ମିଳିଛି । ତେବେ କୋର୍ଟରେ କାର୍ଯ୍ୟରତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ RT-PCR ଟେଷ୍ଟକୁ ବାଧ୍ୟତା ମୂଳକ କରିଛନ୍ତି ଉପ ଜିଲ୍ଲାପାଳ । ଯେଉଁ ମାନଙ୍କର ନେଗେଟିଭ ରିପୋର୍ଟ ଆସିବ, ସେମାନେ କୋର୍ଟ ପରିସରକୁ ପ୍ରବେଶ କରିବା ନେଇ ଅନୁମତି ପାଇବେ । ଏ ନେଇ ଦିଆଯାଇଛି ସୂଚନା ।

କଣ୍ଟେନମେଣ୍ଟ ଜୋନ୍‌ରେ ସୁନ୍ଦରଗଡ କୋର୍ଟ

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details