ସୁନ୍ଦରଗଡ: କୋରୋନାରେ ଆଖି ବୁଜିଲେ ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲା ଖଣିଜ ପାଣ୍ଠିରେ ସିଇଓ ଭାବେ କାର୍ଯ୍ୟରତ ଥିବା ଅତିରିକ୍ତ ଜିଲ୍ଲାପାଳ ରଶାଇ ଲାଗୁରିଙ୍କ ଗୁରୁବାର ସକାଳେ କୋରୋନାରେ ମୃତ୍ୟୁ ହୋଇଛି ।
କୋରୋନାରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଳାପାଳଙ୍କ ମୃତ୍ୟୁ - additional collector died in Corona
କୋରୋନାରେ ଆଖି ବୁଜିଲେ ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ ରଶାଇ ଲାଗୁରି । ଅଧିକ ପଢନ୍ତୁ...
![କୋରୋନାରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଳାପାଳଙ୍କ ମୃତ୍ୟୁ Sundargarh additional collector died](https://etvbharatimages.akamaized.net/etvbharat/prod-images/768-512-11743626-thumbnail-3x2-dfcd.jpg)
କୋରୋନାରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଳାପାଳଙ୍କ ମୃତ୍ୟୁ
ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସରକାରୀ ବାସଭବନରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଆଜି(ଗୁରୁବାର) ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଅକାଳ ବିୟୋଗ ଜିଲ୍ଲା ପ୍ରଶାସନ ପାଇଁ ଅପୂରଣୀୟ କ୍ଷତି ହୋଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ
Last Updated : May 13, 2021, 2:24 PM IST