ଓଡିଶା

odisha

ପଶ୍ଚିମ ଓଡିଶାରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଘରୋଇକରଣକୁ ବିରୋଧ

By

Published : Aug 18, 2020, 8:28 PM IST

ଓଡିଶା ସରକାର ବିଦ୍ୟୁତ ଘରୋଇକରଣକୁ ବିରୋଧ । ପଶ୍ଚିମ ଓଡିଶାରେ ଏହାକୁ ବିରୋଧ କରି ବିଭିନ୍ନ ଟ୍ରେଡ ୟୁନିୟନ ନେତା ତଥା ପଶ୍ଚିମ ଓଡିଶା ବିଦ୍ୟୁତ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶାରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଘରୋଇକରଣକୁ ବିରୋଧ
ପଶ୍ଚିମ ଓଡିଶାରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଘରୋଇକରଣକୁ ବିରୋଧ

ରାଉରକେଲା: ରାଜ୍ୟ ସରକାରଙ୍କର ବିଦ୍ୟୁତ ଘରୋଇକରଣକୁ ବିରୋଧ । ପଶ୍ଚିମ ଓଡିଶାରେ ଏହାକୁ ବିରୋଧ କରି ବିଭିନ୍ନ ଟ୍ରେଡ ୟୁନିୟନ ନେତା ତଥା ବିଭିନ୍ନ ବିଦ୍ୟୁତ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ପଶ୍ଚିମ ଓଡିଶାରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଘରୋଇକରଣକୁ ବିରୋଧ

ରାଉରକେଲାରେ ଟ୍ରେଡ ୟୁନିୟନ ନେତା ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ଓଡିଶା ସରକାରଙ୍କ ବିଦ୍ୟୁତର ଘରୋଇକରଣ ବିଲକୁ ବିରୋଧ କରି ପଶ୍ଚିମ ଓଡିଶା ବିଦ୍ୟୁତ ମହାସଂଘ, ଓଡିଶା ବିଦ୍ୟୁତ ଶ୍ରମିକ, ଇଞ୍ଜିନିୟର କର୍ମଚାରୀ ମଞ୍ଚ, OSEB ଏମ୍ପ୍ଲୟିଜ ୟୁନିୟନ ଦ୍ବାରା ବିରୋଧ କରାଯାଇଛି । ସମସ୍ତ ସଂଗଠନ ଉଦିତନଗର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତ । ଏହା ସହିତ ବିଦ୍ୟୁତ ଘରୋଇକରଣ ବିଲକୁ ଜୋରଦାର ବିରୋଧ କରାଯାଇଛି । ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ଘରୋଇକରଣକୁ ବିରୋଧରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details