ରାଉରକେଲା: ଭୀମସାରରେ ବହୁତ ଶୀଘ୍ର ପଶ୍ଚିମ ଓଡିଶାର ଦ୍ଵିତୀୟ COVID-19 ଟେଷ୍ଟ କେନ୍ଦ୍ର ଖୋଲାଯିବ। ଏନଆଇଟି ରାଉରକେଲା ତରଫରୁ ଶୁକ୍ରବାର ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏନଆଇଟି ତାଙ୍କ ପାଖରେ ଥିବା ଏହି ଉପକରଣ ଦେବା ପାଇଁ ସହମତି ପ୍ରଦାନ କରିଥିଲା।
ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କଲା NIT - କୋରୋନା ଭାଇରସ ନ୍ୟୁଜ
ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏନଆଇଟି ତାଙ୍କ ପାଖରେ ଥିବା ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କରିଛି । ଏହି ଉପକରଣଟି ଭୀମସାରକୁ ମିଳିବା ପରେ ବହୁତ ଶୀଘ୍ର ପଶ୍ଚିମ ଓଡିଶା ରେ covid-19 ଯାଞ୍ଚ କରାଯିବ ।
![ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କଲା NIT NIT gave RT PCR equipment to VIMSAR](https://etvbharatimages.akamaized.net/etvbharat/prod-images/768-512-6826175-thumbnail-3x2-screenshot-2414-1213.jpg)
ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କଲା NIT
ଆରଟି ପିସିଆର ଉପକରଣ ଭୀମସାରକୁ ପ୍ରଦାନ କଲା NIT
ଏହି ଉପକରଣଟି ଭୀମସାରକୁ ମିଳିବା ପରେ ବହୁତ ଶୀଘ୍ର ପଶ୍ଚିମ ଓଡିଶା ରେ covid-19 ଯାଞ୍ଚ ର ଦ୍ଵିତୀୟ କେନ୍ଦ୍ର ଆରମ୍ଭ ହୋଇ ପାରିବ। ଗୋଟିଏ ଥରରେ 32ଟି ନମୁନା ଯାଞ୍ଚ କରି ହେବ। କୋରୋନା ଯାଞ୍ଚର ସୁବିଧା ତଥା ଶୀଘ୍ର ରିପୋର୍ଟ ପାଇପାରିବେ ଲୋକମାନେ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ