ଓଡିଶା

odisha

By

Published : Jan 13, 2020, 7:29 PM IST

ETV Bharat / state

ସିଏଏ ସମର୍ଥନ ରାଲି, ତ୍ରିରଙ୍ଗା ଧରି ଶରଣାର୍ଥୀଙ୍କୁ ସ୍ବାଗତ

ବଣାଇରେ CAA କୁ ସମର୍ଥନ କରି ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରା । ଆଗକୁ ପଢନ୍ତୁ...

CAA rally in rourkela
ସିଏଏ ସମର୍ଥନ ରାଲି

ରାଉରକେଲା: ବଣାଇରେ CAA କୁ ସମର୍ଥନ କରି ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରା । ଶୋଭାଯାତ୍ରା ବନେଶ୍ବରୀ ମନ୍ଦିରରୁ ବାହାରି ରାଜବାଟୀ ଯାଏଁ ଯାଇଥିଲା ।

ସିଏଏ ସମର୍ଥନ ରାଲି

ଏଥିରେ ତ୍ରିରଙ୍ଗା ଧରି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଭାଗ ନେଇଥିବା ସହ ଶରଣାର୍ଥୀଙ୍କୁ ସ୍ବାଗତ କରାଯାଇଥିଲା । ଓରାମଙ୍କ ସହ ବିଜେପିର ବରିଷ୍ଠ ନେତା ଧିରେନ୍ ସେନାପତି, ଅନିଲ ବାର୍ଲା ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହାସହ ଲୋକଙ୍କୁ ସିଏଏ ନେଇ ସଚେତନ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details