ଓଡିଶା

odisha

ETV Bharat / state

ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା

ବୀରମିତ୍ରପୁର ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ହତ୍ୟା କରିବା ପରେ ଦିଅର ରସି ଲଗାଇ ଆତ୍ମହତ୍ୟା କରିଛି ।

By

Published : Sep 8, 2019, 3:26 PM IST

Updated : Sep 8, 2019, 4:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଟାଙ୍ଗିଆରେ ନିଜ ଭାଉଜଙ୍କୁ ହତ୍ୟା ପରେ ଦିଅର ରସି ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ଦେଖିବାକୁ ମିଳିଛି ବୀରମିତ୍ରପୁର ଥାନା ଅନ୍ତର୍ଗତ ରିଉ ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ସୂଚନା ଅନୁସାରେ, ରିଉ ଗାଁର ଲାଖିରାମ ଭୂମିଜ ତାଙ୍କ ଭାଉଜ ମାନି ଭୂମିଜକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ । ତା ପରେ ସେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Sep 8, 2019, 4:18 PM IST

ABOUT THE AUTHOR

...view details