ଓଡିଶା

odisha

ETV Bharat / state

ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ - a man died cut off by a train

ରାଜଗାଙ୍ଗପୁର ରେଳ ଷ୍ଟେସନ ପ୍ଲାଟ ଫର୍ମ ନମ୍ବର -2ରେ ଘଟିଛି ଅଭାବନୀୟ ଘଟଣା । ସୁରେନ୍ଦ୍ର ସା ନାମକ ଜଣେ 34 ବର୍ଷିୟ ଵ୍ୟକ୍ତି ରେଳ ଧାରଣା ପାରି ହେଉଥିବା ବେଳେ ମାଲଗାଡି ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ରାଜଗାଙ୍ଗପୁର ରେଳ ଷ୍ଟେସନରେ ଟ୍ରେନରେ କଟି ଜଣଙ୍କ ମୃତ୍ୟୁ
ରାଜଗାଙ୍ଗପୁର ରେଳ ଷ୍ଟେସନରେ ଟ୍ରେନରେ କଟି ଜଣଙ୍କ ମୃତ୍ୟୁ

By

Published : Mar 18, 2021, 2:28 PM IST

ସୁନ୍ଦରଗଡ଼: ରାଜଗାଙ୍ଗପୁର ରେଳ ଷ୍ଟେସନ ପ୍ଲାଟ ଫର୍ମ ନମ୍ବର -2ରେ ଘଟିଛି ଅଭାବନୀୟ ଘଟଣା । ସୁରେନ୍ଦ୍ର ସା ନାମକ ଜଣେ 34 ବର୍ଷିୟ ଵ୍ୟକ୍ତି ରେଳ ଧାରଣା ପାରି ହେଉଥିବା ବେଳେ ମାଲଗାଡି ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି।

ତେଵେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।

ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details