ଓଡିଶା

odisha

ବନ୍ଧୁକ ମୁନରେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ 40 ହଜାର ଲୁଟ

By

Published : Jan 8, 2021, 8:14 PM IST

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଭାରତ ଫାଇନାନ୍ସ କର୍ମୀଚାରୀ ବେଦବ୍ୟାସ ସାହୁ। ପିସ୍ତଲ ଦେଖାଇ 40 ହଜାର ଟଙ୍କା ହୋଇଛି । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ଲୁଟ
ବନ୍ଧୁକ ମୁନରେ ଲୁଟ

ସୁନ୍ଦରଗଡ: ରାଉରକେଲା ରେଲୱେ କଲୋନୀ ଛୋଟା ପାର୍କ ନିକଟରୁ ଲୁଟ । ପିସ୍ତଲ ଦେଖାଇ 40 ହଜାର ଟଙ୍କା ହୋଇଛି ଲୁଟ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଭାରତ ଫାଇନାନ୍ସ କର୍ମଚାରୀ ବେଦବ୍ୟାସ ସାହୁ। ପିସ୍ତଲ ଦେଖାଇ 40 ହଜାର ଟଙ୍କା ହୋଇଛି । 2ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ପିସ୍ତଲ ମୁନରେ ଟଙ୍କା ଲୁଟି ଫେରାର ମାରିଛନ୍ତି ।

ଭାରତ ଫାଇନାନ୍ସ ସଂସ୍ଥା ଲୋକଙ୍କୁ ଗ୍ରୁପ ଲୋନ ଦେଉଥିଲା । ଆଜି(ଶୁକ୍ରବାର) ଏହି ସଂସ୍ଥାର କର୍ମଚାରୀ ବେଦବ୍ୟାସ ସାହୁ ଉକ୍ତ ଟଙ୍କା ନେଇ ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଲୁଟେରାମାନେ ତାଙ୍କୁ ପିସ୍ତଲ ଦେଖାଇ ଲୁଟ କରିଛନ୍ତି ।

ଏନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପ୍ଲାଣ୍ଟ ସାଇଟ ପୋଲିସ ଛାନଭିନ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details