ଓଡିଶା

odisha

ETV Bharat / state

ମାରଣାସ୍ତ୍ର ଦେଖାଇ ଲୁଟିନେଲେ 3 ଲକ୍ଷ

ରାଉରକେଲା ସହର ସ୍ଥିତ କଳୁଙ୍ଗା ଲ୍ୟାମ୍ପରେ ମାରଣାସ୍ତ୍ର ଦେଖାଇ ଜଣେ ମହିଳାଙ୍କ ଠାରୁ 3 ଲକ୍ଷ 97 ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବ୍ରାହ୍ମଣୀତରଙ୍ଗ ପୋଲିସର ଏ ଘଟଣା ତଦନ୍ତ କରୁଛି ।

By

Published : Jun 28, 2019, 3:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଇସ୍ପାତ ନଗରୀରେ ମାତିଲେ ବାଇକ ଲୁଟେରା । କଳୁଙ୍ଗା ଲ୍ୟାମ୍ପରେ ମାରଣାସ୍ତ୍ର ଦେଖାଇ ଜଣେ 3 ଲକ୍ଷ 97 ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଏ ଘଟଣାରେ ବ୍ରାହ୍ମଣୀତରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଶୁକ୍ରବାର ସତ୍ୟଭାମା ବେହେରା ନାମକ ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଧରି ଆସୁଥିବା ବେଳେ କଳୁଙ୍ଗା ଲ୍ୟାମ୍ପ ଠାରେଏକ ମୋଟର ସାଇକେଲରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଟଙ୍କା ଛଡାଇ ନେଇଥିଲେ। ଏନେଇ ମହିଳା ଜଣଙ୍କ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ବ୍ରାହ୍ମଣୀତରଙ୍ଗ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details