ସୁବର୍ଣ୍ଣପୁର: ଓଡ଼ିଶା ୟୁନିୟନ ଅଫ ଜର୍ନାଲିଷ୍ଟ ଆସୋସିଏସନ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ଭବନରେ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ବୈଠକରେ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସାମ୍ବାଦିକ ସନ୍ତୋଷ ମିଶ୍ରଙ୍କୁ ନୂଆ ସଭାପତି ଭାବେ ମନୋନୀତ କରାଯାଇଛି।ଏହି ବୈଠକରେ ସରକାର ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିବା 2 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାକୁ ବର୍ଦ୍ଧିତ କରାଯାଇ 5 ଲକ୍ଷ ଟଙ୍କା କରିବାକୁ ଦାବି ହୋଇଛି ।