ସୁବର୍ଣ୍ଣପୁର: ଏହି ଆତ୍ମଘାତୀ କୋରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଣ୍ଟା ଭିଡିଥିବା ବେଳେ ଏବେ ଅନେକ କଳାକାର ,ସଙ୍ଗୀତଜ୍ଞ ,ରାଜନୈତିକ ବ୍ୟକ୍ତି ବିଶେଷ ମେସେଜ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି । ଏପରିକି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଶିକ୍ଷକ ଏକ କବିତା ଆବୃତି କରି କରୋନା ଉପରେ ସଚେତନ ପାଇଁ ଏକ ଭିଡିଓ ସେୟାର କରିଛନ୍ତି । ତାଙ୍କ ସୁଲଳିତ କଣ୍ଠରେ ସୁନ୍ଦର ଶବ୍ଦ ସଂଯୋଜନା ହୋଇଥିବାରୁ କବିତା ଆବୃତି ଏବେ ବେସ ଭାଇରଲ ହେବାରେ ଲାଗିଛି ।
କବିତା ମାଧ୍ୟମରେ ଶିକ୍ଷକ କଲେ ସଚେତନ - କୋରୋନାର ମୁକାବିଲା
ଆତ୍ମଘାତୀ କୋରୋନାର ମୁକାବିଲା ପାଇଁ ସରକାର ସମସ୍ତଙ୍କୁ ସତେତନ କରାଉଥିବା ବେଳେ ଜଣେ ଶିକ୍ଷକ ଏକ କବିତା ଆବୃତି କରି କରୋନା ଉପରେ ସଚେତନ ପାଇଁ ଏକ ଭିଡିଓ ସେୟାର କରିଛନ୍ତି । ସେ ଏକ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଏହି ଭିଡ଼ିଓଟି ତିଆରି କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

କବିତା ମାଧ୍ୟମରେ ଶିକ୍ଷକ କଲେ ସଚେତନ
କବିତା ମାଧ୍ୟମରେ ଶିକ୍ଷକ କଲେ ସଚେତନ
ଏହି ବ୍ୟକ୍ତି ଜଣକ ବିନିକା ବ୍ଲକ ସିନ୍ଦୁରପୁର ଗାଁର ଦେଵଦତ୍ତ ପଣ୍ଡା ବୋଲି ଜଣାପଡିଛି । ସେ ବିନିକା ସହରରେ ଏକ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଏହି ଭିଡ଼ିଓଟି ତିଆରି କରିଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ