ଓଡିଶା

odisha

ETV Bharat / state

ଲକଡାଉନ ନିୟମକୁ ଫୁ, 104 ଜଣ ନାମରେ ମାମାଲା ରୁଜୁ - corona lockdown

କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ନିୟମ ଭାଙ୍ଗିବାରୁ 104 ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

lockdown
ଲକଡାଉନ ନିୟମକୁ ଫୁ, 104 ଜଣ ନାମରେ ମାମାଲା ରୁଜୁ

By

Published : Apr 11, 2020, 1:14 PM IST

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ଲକ ଡାଉନକୁ ଅମାନ୍ୟ କରି ବିନା କାର୍ଯ୍ୟରେ ଘରୁ ବାହାରୁ ଥିବା ଲୋକଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ।

ଲକଡାଉନ ନିୟମକୁ ଫୁ, 104 ଜଣ ନାମରେ ମାମାଲା ରୁଜୁ

କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ପୋଲିସ ଜନସାଧାରଣଙ୍କ ଭିତରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରୁଛି । ହେଲେ ନିୟମ ମାନୁନଥିବା 104 ଜଣ ଲୋକଙ୍କ ଉପରେ ପୋଲିସ ମାମଲା ରୁଜୁ କରିଛି ।

ଲକଡାଉନ ନିୟମକୁ ଫୁ, 104 ଜଣ ନାମରେ ମାମାଲା ରୁଜୁ

ଏବେ ସୁଦ୍ଧା ଜିଲ୍ଲା ସାରା 104 ଗୋଟି ମାମଲା ରୁଜୁ କରାଯାଇଥିବା ବେଳେ 66 ଗୋଟି ମୋଟର ସାଇକେଲ ,2 ଗୋଟି ଟ୍ରକ ଓ ଗୋଟିଏ ପିକଅପ ଭ୍ୟାନ ଜବତ କରିଛି । ବର୍ତ୍ତମାନ ସମୟରେ ଲୋକେ ଘରେ ରହି କୋରୋନା ବିପକ୍ଷରେ ଯୁଦ୍ଧ କରନ୍ତୁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଲକଡାଉନ ନିୟମକୁ ଫୁ, 104 ଜଣ ନାମରେ ମାମାଲା ରୁଜୁ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details