ସୁବର୍ଣ୍ଣପୁର: ସହରରେ ଆଜି ତେଜରାତି ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କୋରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ହୋଇଥିବାବେଳେ ଲୋକେ ତେଜରାତି ଦ୍ରବ୍ୟ ଓ ଶୁଖିଲା ଖାଦ୍ୟ ଘରେ ମହଜୁଦ ରଖିବା ପାଇଁ ଦୋକାନରେ ଭିଡ ଜମାଇଛନ୍ତି ।
ସୁବର୍ଣ୍ଣପୁର ଲକ୍ଡାଉନ୍: ତେଜରାତି ଦୋକାନରେ ପ୍ରବଳ ଭିଡ - Covid-19 latest news
ଦେଶରେ ତିନି ସପ୍ତାହ ପାଇଁ ଲକ୍ଡାଉନ୍ ଘୋଷଣା ହେବା ପରେ ସୁବର୍ଣ୍ଣପୁରରେ ଆଜି ତେଜରାତି ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଲକ୍ଡାଉନ୍: ତେଜରାତି ଦୋକାନରେ ପ୍ରବଳ ଭିଡ
ସୁବର୍ଣ୍ଣପୁର ଲକ୍ଡାଉନ୍: ତେଜରାତି ଦୋକାନରେ ପ୍ରବଳ ଭିଡ
ବିଶେଷକରି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ତିନି ସପ୍ତାହ ଲକ୍ଡାଉନ୍ ଘୋଷଣା ହେବା ପରେ ଦୋକାନ ଗୁଡିକରେ ଆହୁରି ଭିଡ ଲାଗିଥିଲା। ସେପଟେ ଖାଉଟି ସାମଗ୍ରୀ ଦର ବି ଅଧିକ ହୋଇଛି। ଆଳୁ, ପିଆଜ, ରସୁଣ ଆଦି ଅଧିକ ଦାମ ଦେଇ ଅଧିକ ପରିମାଣରେ ଲୋକେ ନେଉଥିବା ଦେଖିବାକୁ ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
Last Updated : Mar 25, 2020, 11:15 AM IST