ଓଡିଶା

odisha

ETV Bharat / state

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁରରେ ବଜେପିର ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼ର ପରୀ ହତ୍ୟାକାଣ୍ଡର ପ୍ରତିବାଦରେ ଆଜି (ମଙ୍ଗଳବାର) ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ
ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ

By

Published : Dec 1, 2020, 9:55 PM IST

ସୁବର୍ଣ୍ଣପୁର: ନୟାଗଡ଼ର ପରୀ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି (ମଙ୍ଗଳବାର) ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ

ବିଜେପି ପକ୍ଷରୁ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହିତ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି ଗିରଫ କରିବା ପାଇଁ ଦାବି କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଅନ୍ୟତମ ଅଭିଯୁକ୍ତ ବୋଲି ଅଭିଯୋଗ କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ
ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବଜେପିର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details