ଓଡିଶା

odisha

ETV Bharat / state

ଦେବଶିଳ୍ପୀଙ୍କ ଆରଧନାରେ ମୁଖରିତ ସୁବର୍ଣ୍ଣପୁର - biswakarma puja celebrate

ସୁବର୍ଣ୍ଣପୁର ସହରରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଆରଧନା କରାଯାଇଛି । ଶିଳ୍ପ ଅନୁଷ୍ଠାନ ମାନଙ୍କରେ ବଡ ଧୁମଧାମରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ସାରା ସହର ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 17, 2019, 11:45 PM IST

ସୁବର୍ଣ୍ଣପୁର: ଆଜି ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା । ଦେବଶିଳ୍ପୀଙ୍କ ଆରଧନାରେ ଉତ୍ସବମୁଖର ହୋଇ ଉଠିଛି ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ମାନଙ୍କରେ ବଡ ଧୁମଧାମରେ କରାଯାଇଛି ପୂଜାର୍ଚ୍ଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସହରର ସ୍ପିନିଂ ମିଲ, ବିଦ୍ୟୁତ ବିଭାଗ, ଜଳ ଓ ପରିମଳ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ , ଉଠା ଜଳସେଚନ ବିଭାଗ ଆଦିରେ ମହାସମାରୋହରେ ଦେବ ଶିଳ୍ପୀଙ୍କ ପୂଜା କରାଯାଇଛି । ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜାକଜମକରେ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details