ଓଡିଶା

odisha

ETV Bharat / state

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ - ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ଅଘଟଣ

ସୁବର୍ଣ୍ଣପୁର ଜିଲ୍ଳାର ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ସୁମିତ୍ରା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁଘର ଲୋକେ ସଫେଇ ଦେଇଛନ୍ତି ।

A marriad women Suspected death in subarnapur
ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

By

Published : Jan 2, 2020, 2:52 PM IST

ସୁବର୍ଣ୍ଣପୁର: ଜିଲ୍ଳାର ସୁବଳୟା ଥାନା ଭାଲୁଡୁମ୍ମୁରୀ ଗାଁରେ ଅଘଟଣ । ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ 25 ବର୍ଷୀୟ ସୁମିତ୍ରା ସାହୁ ।

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବିଳମ୍ବିତ ରାତିରେ ସୁମିତ୍ରା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁଘର ଲୋକେ ସଫେଇ ଦେଇଛନ୍ତି । ତାଙ୍କ ଶରୀରର ପ୍ରାୟ 80 ପ୍ରତିଶତ ପୋଡି ଯାଇଥିବାବେଳେ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ସୁମିତ୍ରାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ଏଯାବତ୍‌ ତାଙ୍କ ଅସ୍ବାଭାବିକ ମୃତ୍ୟୁ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details