ଲକଡାଉନ୍ ମାଡରେ ଘାଇଲା ଓ୍ବେଡିଂ ଇଣ୍ଡଷ୍ଟ୍ରୀ, ପ୍ରଭାବିତ ଜୀବନ ଜୀବିକା - ସମ୍ବଲପୁର
ସବୁ କ୍ଷେତ୍ରରେ ପଡିଛି ମହାମାରୀର ମହା ପ୍ରହାର । ଏପଟେ ଲକଡାଉନ ମାଡରେ ଘାଇଲା ଛୋଟଠୁ ବଡ ବ୍ୟବସାୟ । ଆଉ ବିବାହ କାର୍ଯ୍ୟ କଥା ନକହିବା ଭଲ । ବିବାହରେ କେବଳ 25ଜଣଙ୍କୁ ଅନୁମତି, ନା ଭୋଜିଭାତ ହେଉଛି ନା ନାଚଗୀତ । କ୍ୟାଟେରିଂ, ଡିଜେ ବାଲାଙ୍କୁ ପଚାରେ କିଏ ଆଉ ଫଟୋଗ୍ରାଫରଙ୍କ କଥା ତ ବହୁ ଦୂରରେ । ଅଧିକ ପଢନ୍ତୁ...

ଲକଡାଉନରେ ଠପ୍ ପଡିଛି ବିବାହ ବ୍ୟବସାୟ, ସମସ୍ୟା ଭୋଗୁଛନ୍ତି ଅନେକ
ସମ୍ବଲପୁର:ସବୁ କ୍ଷେତ୍ରରେ ପଡିଛି ମହାମାରୀର ମହା ପ୍ରହାର । ସଙ୍କଟ ମଧ୍ୟରେ ସବୁ ବ୍ୟବସାୟ ଅଣ୍ଟା ଭାଙ୍ଗିଯାଇଛି । ଏପରିକି ବାଦ୍ ପଡିନି ବିବାହ କାର୍ଯ୍ୟ । ଲକଡାଉନ୍ ମଧ୍ୟରେ ଯେଉଁ କେତୋଟି ବିବାହ ହେଉଛି, ସେଥିରେ ବି କେବଳ 25ଜଣଙ୍କୁ ଅନୁମତି, ନା ଭୋଜିଭାତ ହେଉଛି ନା ନାଚଗୀତ । କ୍ୟାଟେରିଂ, ଡିଜେ ବାଲାଙ୍କୁ ପଚାରେ କିଏ ଆଉ ଫଟୋଗ୍ରାଫରଙ୍କ କଥା ତ ବହୁ ଦୂରରେ । ଫଳରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି ବିବାହ ଉପରେ ନିର୍ଭର କରୁଥିବା ବ୍ୟବସାୟ ।
ଲକଡାଉନରେ ଠପ୍ ପଡିଛି ବିବାହ ବ୍ୟବସାୟ, ସମସ୍ୟା ଭୋଗୁଛନ୍ତି ଅନେକ
Last Updated : May 29, 2021, 9:16 PM IST