ସମ୍ବଲପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ସମ୍ବଲପୁର ଜିଲ୍ଲା ନକଟିଦେଉକ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁରେନ୍ଦ୍ର କୁମାର ସାହୁ ଜଣେ ବ୍ୟକ୍ତିଠାରୁ କେନାଲ ସମ୍ପର୍କିତ କାର୍ଯ୍ୟ ପାଇଁ 4 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ ପ୍ରୋଗ୍ରାମ ଅଫିସର, 4 ହଜାର ନେଉଥିଲେ ଲାଞ୍ଚ - ସମ୍ବଲପୁର ଜିଲ୍ଲା ନକଟିଦେଉକ ବ୍ଲକ
ସମ୍ବଲପୁର ଜିଲ୍ଲା ନାକଟିଦେଉକ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁରେନ୍ଦ୍ର କୁମାର ସାହୁ ଜଣେ ବ୍ୟକ୍ତିଠାରୁ କେନାଲ ସମ୍ପର୍କିତ କାର୍ଯ୍ୟ ପାଇଁ 4 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଗିରଫ । ଅଧିକ ପଢନ୍ତୁ...
ଭିଜିଲାନ୍ସ ଜାଲରେ ଅତିରିକ୍ତ ପ୍ରୋଗ୍ରାମ ଅଫିସର, 4 ହଜାର ଲାଞ୍ଚ ନେଲା ବେଳେ ପଡିଲେ ଧରା
ଏପଟେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ ଏହି ପ୍ରସଙ୍ଗ ନେଇ ନିଜକୁ ନିର୍ଦ୍ଦୋଷ କହିଛନ୍ତି ଅତିରିକ୍ତ ପ୍ରୋଗ୍ରାମ ଅଫିସର।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ