ସମ୍ବଲପୁର: ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଭିଜିଲାନ୍ସ ରେଡ଼। ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ଚୈତନ୍ୟ ନଗର ସ୍ଥିତ ରଞ୍ଜନ ଡାଙ୍ଗଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଭିଜିଲାନ୍ସ ଜାଲରେ ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନ ମ୍ୟାନେଜର - Odisha Construction Corporation Manager
ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ଚୈତନ୍ୟ ନଗର ସ୍ଥିତ ରଞ୍ଜନ ଡାଙ୍ଗଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଅଧିକ ପଢନ୍ତୁ...

ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼
ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ଼
ବର୍ତ୍ତମାନ ଭିଜିଲାନ୍ସର ଏକ ସ୍ବତନ୍ତ ଟିମ ଚଢ଼ାଉ କରିବା ସହ ବ୍ୟାଙ୍କ ପାସବୁକ, ସ୍ଥାବର ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଯାଞ୍ଚ ଜାରି ରଖିଛି। ତେବେ କେତେ ପରିମାଣର ସମ୍ପତ୍ତି ରହିଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସି ନାହିଁ ବୋଲି ଜଣାପଡିଛି।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ