ଓଡିଶା

odisha

ETV Bharat / state

ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନ କୋଭିଡ ଟୀକାକାରଣ

ଆଜି ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ପହଞ୍ଚିଛି କୋଭିଡ ଟୀକାକରଣ । ଗତ ଶନିବାର ଦ୍ଵତୀୟ ପର୍ଯ୍ୟାୟର ପ୍ରଥମ ଦିନର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦାଧିକାରୀ ଟୀକା ନେଇଥିଲେ । ଅଧିକ ପଢନ୍ତୁ...

ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ
ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ

By

Published : Feb 8, 2021, 8:52 PM IST

ସମ୍ବଲପୁର: ଆଜି ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ପହଞ୍ଚିଛି କୋଭିଡ ଟୀକାକରଣ । ଗତ ଶନିବାର ଦ୍ଵତୀୟ ପର୍ଯ୍ୟାୟର ପ୍ରଥମ ଦିନର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦାଧିକାରୀ ଟୀକା ନେଇଥିଲେ ।

ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ
ସମ୍ବଲପୁର : ଆଜି ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟରେ କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନର ଟୀକାକରଣ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଟୀକାକରଣ କାର୍ଯ୍ୟକ୍ରମରେ ସମ୍ବଲପୁର DWO କାର୍ଯ୍ୟାଳୟ, ସିଏସଓ ଅଫିସ, ଜିଲ୍ଲା ପଞ୍ଚାୟତ ଅଫିସ, ସଦର ତହସିଲ, ଧନକଉଡା ବ୍ଲକ, ଏନଆଇସି ଅଫିସ, ଡିସିପି ଓ ଅନ୍ୟାନ୍ୟ ଅଫିସର ଅଧିକାରୀ ଓ କର୍ମଚାରୀ ମାନେ ଟୀକା ନେଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ତଦାରଖ କରିଛନ୍ତି । ଟୀକା ନେଇ ସରିଥିବା ଅଧିକାରୀ ମାନେ ବେଶ ଆଶ୍ୱସ୍ତ ଥିବା ସହ ନିଜର ସମୟ ଆସିଲେ ସମସ୍ତେ ଟୀକା ନିଅନ୍ତୁ ବୋଲି ଆବେଦନ କରିଛନ୍ତି । ସମ୍ବଲପୁର ଜିଲ୍ଲାରର 22 ଟି ସ୍ଥାନରେରେ ଟୀକାକରଣ ଜାରି ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details