ସମ୍ବଲପୁର: ଆଜି ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ପହଞ୍ଚିଛି କୋଭିଡ ଟୀକାକରଣ । ଗତ ଶନିବାର ଦ୍ଵତୀୟ ପର୍ଯ୍ୟାୟର ପ୍ରଥମ ଦିନର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦାଧିକାରୀ ଟୀକା ନେଇଥିଲେ ।
ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନ କୋଭିଡ ଟୀକାକାରଣ - ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକାରଣ
ଆଜି ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ପହଞ୍ଚିଛି କୋଭିଡ ଟୀକାକରଣ । ଗତ ଶନିବାର ଦ୍ଵତୀୟ ପର୍ଯ୍ୟାୟର ପ୍ରଥମ ଦିନର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦାଧିକାରୀ ଟୀକା ନେଇଥିଲେ । ଅଧିକ ପଢନ୍ତୁ...
![ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନ କୋଭିଡ ଟୀକାକାରଣ ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ](https://etvbharatimages.akamaized.net/etvbharat/prod-images/768-512-10549164-thumbnail-3x2-dhj.jpg)
ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ
ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵତୀୟ ଦିନ କୋଭିଡ ଟୀକାକାରଣ
ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ତଦାରଖ କରିଛନ୍ତି । ଟୀକା ନେଇ ସରିଥିବା ଅଧିକାରୀ ମାନେ ବେଶ ଆଶ୍ୱସ୍ତ ଥିବା ସହ ନିଜର ସମୟ ଆସିଲେ ସମସ୍ତେ ଟୀକା ନିଅନ୍ତୁ ବୋଲି ଆବେଦନ କରିଛନ୍ତି । ସମ୍ବଲପୁର ଜିଲ୍ଲାରର 22 ଟି ସ୍ଥାନରେରେ ଟୀକାକରଣ ଜାରି ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ