ସମ୍ବଲପୁର: ପ୍ରବଳ ବର୍ଷା ପାଇଁ ଓଡିଶାରେ ବନ୍ୟା ପରିସ୍ଥିତି। ହେଲେ ଧୀରେ ଧୀରେ ଏବେ ସ୍ଥିତି ସୁଧାରକୁ ଆସୁଛି। ଶୁକ୍ରବାର ସକାଳୁ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ଆହୁରି 8 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି।
ସୁଧୁରୁଛି ସ୍ଥିତି, ପର୍ଯ୍ୟାୟକ୍ରମେ ହୀରାକୁଦର 8 ଗେଟ ବନ୍ଦ - situation is improving
ପ୍ରବଳ ବର୍ଷା ପାଇଁ ଓଡିଶାରେ ବନ୍ୟା ପରିସ୍ଥିତି। ହେଲେ ଧୀରେ ଧୀରେ ଏବେ ସ୍ଥିତି ସୁଧାରକୁ ଆସୁଛି। ଶୁକ୍ରବାର ସକାଳୁ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ଆହୁରି 8 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରାଯାଇଛି।
ସୁଧୁରୁଛି ସ୍ଥିତି, ପର୍ଯ୍ୟାୟକ୍ରମେ ହୀରାକୁଦର 8 ଗେଟ ବନ୍ଦ
ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 623.97 ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମ କୁ 1,93,483 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 6ଟି ଗେଟ ଜରିଆରେ 2,21,099 କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଆହୁରି ଗେଟବନ୍ଦ ହେବାର ସମ୍ଭାବନା ରହିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Sep 4, 2020, 3:14 PM IST