ଓଡିଶା

odisha

ETV Bharat / state

Road Accident: ସୁନସୁନିଆ ନିକଟରେ କାର ଦୁର୍ଘଟଣା, ଛତିଶଗଡ଼ରୁ ୬ ମୃତ

ନୂଆପଡ଼ା ଜିଲ୍ଲାର ସଦର ବ୍ଳକ ସୁନସୁନିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିଶୁଙ୍କ ସହ ୬ ଜଣ । ଅଧିକ ପଢନ୍ତୁ

By

Published : Mar 1, 2022, 5:36 PM IST

Updated : Mar 1, 2022, 6:02 PM IST

Road Accident: ସୁନସୁନିଆ ନିକଟରେ କାର ଦୁର୍ଘଟଣା, ଛତିଶଗଡ଼ରୁ ୬ ମୃତ
Road Accident: ସୁନସୁନିଆ ନିକଟରେ କାର ଦୁର୍ଘଟଣା, ଛତିଶଗଡ଼ରୁ ୬ ମୃତ

ସମ୍ବଲପୁର: ନୂଆପଡ଼ା ଜିଲ୍ଲାର ସଦର ବ୍ଲକ ସୁନସୁନିଆ ନିକଟରେ ଘଟିଛି ବଡ଼ ଧରଣର କାର ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁ ସହ ୬ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ଛତିଶଗଡ଼ର ବୋଲି ଜଣାପଡ଼ିଛି ।

Road Accident: ସୁନସୁନିଆ ନିକଟରେ କାର ଦୁର୍ଘଟଣା, ଛତିଶଗଡ଼ରୁ ୬ ମୃତ

କାରଟି ଆଜି(ମଙ୍ଗଳବାର) ଅପରାହ୍ନରେ ବରଗଡ଼ରୁ ନୂଆପଡ଼ା ଆଡ଼କୁ ଆସୁଥିଲା । ସମସ୍ତେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରେ ନୂଆପଡ଼ା ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 1, 2022, 6:02 PM IST

ABOUT THE AUTHOR

...view details