ଓଡିଶା

odisha

ETV Bharat / state

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା, କ୍ଷତିପୂରଣ ଦାବିରେ କର୍ମଚାରୀ ସଂଘ - ଆତ୍ମହୁତି ଘଟଣା

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମହୁତି ଘଟଣା । କ୍ଷତିପୂରଣ ଦାବି କଲା କର୍ମଚାରୀ ସଂଘ । ଅଧିକ ପଢନ୍ତୁ...

Sambalpur University staff suicides, workers' union demands compensation
ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ମଚାରୀ ଆତ୍ମହୁତି ଘଟଣା, କ୍ଷତିପୂରଣ ଦାବି କଲା କର୍ମଚାରୀ ସଂଘ

By

Published : Apr 21, 2021, 6:50 PM IST

ସମ୍ବଲପୁର:ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା । ଆଜି ତାଙ୍କର ମୃତଦେହ ପହଞ୍ଚିଲା ପରେ ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ମୃତଦେହକୁ ବିଶ୍ବବିଦ୍ୟାଳୟ ପ୍ରଶାସନିକ ବିଭାଗର ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ମଚାରୀ ଆତ୍ମହୁତି ଘଟଣା, କ୍ଷତିପୂରଣ ଦାବି କଲା କର୍ମଚାରୀ ସଂଘ

ମୃତ ଦୀନବନ୍ଧୁଙ୍କ ପରିବାର ଲୋକଙ୍କୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦାବି କରିଛନ୍ତି । ମୃତକଙ୍କ ପୁଅକୁ ଚାକିରୀ ସହ ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅସନ୍ତୁଷ୍ଟ କର୍ମଚାରୀ ସଂଘର ସଦସ୍ୟ ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details