ସମ୍ବଲପୁର: ମହନଗର ନିଗମରେ ମାସ କ୍ଲିନିଙ୍ଗ କ୍ୟାମ୍ପେନ । ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରେସ କ୍ଳବ ଓ ଆଖ ପାଖ ଅଞ୍ଚଳରେ ସଫେଇ କରାଯାଇଛି ।
ସମ୍ବଲପୁର ମହାନଗର ନିଗମରେ ମାସ କ୍ଲିନିଙ୍ଗ କ୍ୟାମ୍ପେନ, ଝାଡୁ କଲେ କମିଶନର - ସମ୍ବଲପୁର ମହାନଗର ନିଗମ ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ
ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଦ୍ବାରା ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ଓ ପ୍ରେସ କ୍ଳବ ମିଳିତ ଅନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଅଧିକ ପଢନ୍ତୁ...
ସମ୍ବଲପୁର ମହାନଗର ନିଗମରେ ମାସ କ୍ଲିନିଙ୍ଗ କ୍ୟାମ୍ପେନ,ଝାଡୁ କଲେ କମିଶନର
ସମ୍ବଲପୁର ମହାନଗର ନିଗମରେ ମାସ କ୍ଲିନିଙ୍ଗ କ୍ୟାମ୍ପେନ,ଝାଡୁ କଲେ କମିଶନର
ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଆଜି ସମ୍ବଲପୁର ମହାନଗର ନିଗମ ଓ ପ୍ରେସ କ୍ଳବ ମିଳିତ ଅନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହା ସହ ଆଜି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମାସ କ୍ଲିନିଙ୍ଗ କ୍ୟାମ୍ପେନ ଆରମ୍ଭ ହୋଇଛି । ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ମଧ୍ୟ ଛାଡୁ ଧରି ସଫା ସୁତୁରା କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ପ୍ରେସ କ୍ଳବର ସଦସ୍ୟ ଓ ଏସଏମସିର ସଫେଇ କର୍ମଚାରୀମାନେ ସାମିଲ ହୋଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ
TAGGED:
sambalpur corporation